{"product_id":"9781645602231","title":"Streeloka","description":"\u003cp\u003eକବିତାର କୋମଳ ପୃଥିବୀରେ ଅସହାୟତା ଓ ଆକ୍ରୋଶର ଦୀର୍ଘଶ୍ୱାସ ଟାଣି, ବନ୍ଧୁତ୍ୱ ଓ ସଂପ୍ରୀତିର ଆନନ୍ଦ ଖେଳାଇ ଗୋଟିଏ ଏମିତି ପୃଥିବୀର ଚିତ୍ର 'ସ୍ତ୍ରୀଲୋକ' ଦିଏ, ଯେଉଁଠି ବ୍ୟକ୍ତି ସମୂହର ବ୍ୟଞ୍ଜନାରେ ଉତ୍]କୀର୍ଣ; ଯେଉଁଠି ସମକାଳ ସର୍ବକାଳର ବ୍ୟଞ୍ଜନାରେ ମହନୀୟ; ଯେଉଁଠି ବ୍ୟଥା ସହ ଏକୀଭୂତ ସହାନୁଭୂତି ଓ ସୌନ୍ଦର୍ଯ୍ୟାନୁଭୂତି ସହ ଏକୀଭୂତ ଜୀବନଦର୍ଶନ । 'ସ୍ତ୍ରୀଲୋକ' ସଂକଳନର କବିତାଗୁଡ଼ିକ ନାରୀର ସ୍ୱାଭିମାନ ଓ ସ୍ୱାଧିକାର, ସମଗ୍ର ପୃଥିବୀର ନାନାନୁ କଷଣ ଓ ଜୀବନର କୋମଳତା ଓ ପ୍ରତୀ-ସଂପ୍ରୀତିକୁ ସେଗୁଡ଼ିକର ସର୍ବୋଚ୍ଚ ନାନ୍ଦନିକତା ସହ ରୂପାୟିତ କରିଛି ।\u003c\/p\u003e\u003cp\u003e\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530932662513,"sku":"9781645602231","price":12.6,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645602231_p0.jpg?v=1786311963","url":"https:\/\/shop.barnesandnoble.com\/products\/9781645602231","provider":"Barnes \u0026 Noble","version":"1.0","type":"link"}