{"product_id":"9781645602781","title":"Nayika Nija Darpanare","description":"\u003cp\u003eଲୋକପ୍ରିୟ ଫିଚର ସଙ୍କଳନ \"ନାୟିକା ନିଜ ଦର୍ପଣରେ\" ପୁସ୍ତକରେ ଓଡ଼ିଆ ନାଟକ ଓ ଉପନ୍ୟାସର ଦୃଢ଼ମନା ନାରୀ ଚରିତ୍ରମାନେ ନିଜନିଜ ଅଶ୍ରୁ, ଆବେଗ, ଦମ୍ଭ, ସ୍ୱାଭିମାନ, ଜୀବନ ଦର୍ଶନ ଓ ଆଦର୍ଶର ଭଲକଥା ନିଜ ମୁହଁରେ ଉପସ୍ଥାପନ କରିଛନ୍ତି। ସତେଯେପରି ସେହି ବ୍ୟକ୍ତିତ୍ଵମୟୀ ନାରୀ ଚରିତ୍ରମାନଙ୍କ ମଧ୍ୟରେ ଲେଖିକାଙ୍କର ଆତ୍ମା ପ୍ରବେଶ କରିଛି। ଏହାର ଶୈଳୀ ଓ ବକ୍ତବ୍ୟ ଅନନ୍ୟ। ଆକୃତିରେ କ୍ଷୁଦ୍ର ଅଥଚ ପ୍ରକୃତିରେ ବିରାଟ। ଏହି ଫିଚର ଗୁଡ଼ିକ ପାଠକୀୟ ଆଦୃତି ପାଇବ ବୋଲି ଆମର ଆଶା।\u003c\/p\u003e\u003cp\u003e\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530932695281,"sku":"9781645602781","price":12.6,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645602781_p0.jpg?v=1786311971","url":"https:\/\/shop.barnesandnoble.com\/products\/9781645602781","provider":"Barnes \u0026 Noble","version":"1.0","type":"link"}