{"product_id":"9781645603887","title":"Khali Hatare","description":"\u003cp\u003eମନୋରଞ୍ଜନର କବିତା 'ଚାହାରେ ଟିକେ ସର ପକେଇଲା ପରି' ।\u003c\/p\u003e\u003cp\u003e- ଜୟନ୍ତ ମହାପାତ୍ର\u003c\/p\u003e\u003cp\u003e\u003c\/p\u003e\u003cp\u003eମନୋରଞ୍ଜନ 'ଅଳ୍ପ ଲେଖି ସିଦ୍ଧ' ।\u003c\/p\u003e\u003cp\u003e- ରାଜେନ୍ଦ୍ର କିଶୋର ପଣ୍ଡା\u003c\/p\u003e\u003cp\u003e\u003c\/p\u003e\u003cp\u003eକୌଣସି ବାଦ, ତତ୍ତ୍ୱ ବା କୌଣସି ନିର୍ଦ୍ଦିଷ୍ଟ ବିଚାରଧାରାର ଊର୍ଦ୍ଧ୍ୱରେ ବିଶେଷକରି, ଚାପମୁକ୍ତ ମନୋରଞ୍ଜନର କବିତା ।\u003c\/p\u003e\u003cp\u003e- ରାମଚନ୍ଦ୍ର ବେହେରା\u003c\/p\u003e\u003cp\u003e\u003c\/p\u003e\u003cp\u003eକବିତା 'ଜେଜେଙ୍କ ଚଷମା'ର ଗୋଟେ ଗୋଟେ ଧାଡ଼ି ଗୋଟେ ଗୋଟେ ପୃଷ୍ଠାରେ ରଖି ଏକ ଚିତ୍ର କବିତା ସଂକଳନଟେ କରାଯାଇପାରେ ।\u003c\/p\u003e\u003cp\u003e- ପ୍ରକାଶ କୁମାର ପରିଡ଼ା\u003c\/p\u003e\u003cp\u003e\u003c\/p\u003e\u003cp\u003eମନୋରଞ୍ଜନର କବିତା ପୃଥିବୀକୁ ବାରମ୍ବାର ଫେରିବାର ପ୍ରତିଶ୍ରୁତି ଦିଏ, ମୋକ୍ଷ ପାଇଁ ଗୁହାରି କରେ ।\u003c\/p\u003e\u003cp\u003e- ଅତୁଲ ବଳ\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530932826353,"sku":"9781645603887","price":12.6,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645603887_p0.jpg?v=1786311901","url":"https:\/\/shop.barnesandnoble.com\/products\/9781645603887","provider":"Barnes \u0026 Noble","version":"1.0","type":"link"}