{"product_id":"9781645604068","title":"Utkal Kahani","description":"\u003cp\u003e'ଉତ୍କଳ କାହାଣୀ'ରେ ଓଡ଼ିଶାର ପ୍ରାଚୀନ ଇତିହାସ, କିମ୍ବଦନ୍ତୀ, ଓଡ଼ିଶାର ବିଭିନ୍ନ ଅଞ୍ଚଳର ଲୋକମୁଖରେ ପ୍ରଚଳିତ ଢଗ, ଢମାଳି, ପ୍ରବଚନ, ଆପ୍ତବଚନ, ପ୍ରବାଦ, ଉପଦେଶ, ଡାକବଚନ, ପହଳି ଆଦିର ସୁସମନ୍ୱୟ ହୋଇଛି । ଲୋକସାହିତ୍ୟର ସଂରକ୍ଷଣକୁ ଗୁରୁତ୍ୱ ଦେଇ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସଂଗୃହୀତ ଲୋକକାହାଣୀ ପୁସ୍ତକ 'ଉତ୍କଳ କାହାଣୀ' (୧ମ \/୨ୟ) ଓଡ଼ିଆ ଜାତି ପାଇଁ ମହାନ୍ ସାଧକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଏକ ଅନବଦ୍ୟ କୃତି ।\u003c\/p\u003e","brand":"Black Eagle Books","offers":[{"title":"Default Title","offer_id":48530966479089,"sku":"9781645604068","price":12.6,"currency_code":"USD","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0674\/5433\/7265\/files\/9781645604068_p0.jpg?v=1786312342","url":"https:\/\/shop.barnesandnoble.com\/products\/9781645604068","provider":"Barnes \u0026 Noble","version":"1.0","type":"link"}